ଏତିକି ତ କୃପା ନିଶ୍ଚିତ ହିଁ ହେବ ଆପଣଙ୍କ ଦୟାରେ..... 💕😇🙏
ଆମ ପ୍ରଶସ୍ତ ଜୀବନରେ,
ତୁମର ସେ କଳଙ୍କ ବିହୀନ ପ୍ରେମ କେଜାଣି କାହିଁକି ଲାଗେ ଖାଲି ଅଭିନୟ,
ତୁମେ ପ୍ରେମର ସମର୍ପଣ ସମ୍ମାନର ବାନ୍ଧିଥିଲ।
କିନ୍ତୁ ଆମ ପ୍ରେମ!
କାମନାର ମିଳନରେ ପାଲଟିଛି ସ୍ବର୍ଗୀୟ.....
(ତୁମକୁ ଭୁଲ୍ ବୋଲି କହି ଠିକ୍-ର ପ୍ରମାଣପତ୍ର ମୁଁ କେବେ ନେବାକୁ ଚାହିଁନି।)
ବାସ୍! ମୋର ପରିକଳ୍ପନାରେ ତୁମର ସେ ଐଶ୍ଵରିକ ପ୍ରେମର ଅମୃତକୁ ଅସ୍ୱାଦନ କରିବାକୁ ଯାଇ ସମ୍ୟକ...