କର୍ମର ଆଧାରେ ସ୍ୱାଗତର ଆଲିଙ୍ଗନ ଦ୍ୱାର ..... 🔥🙏
ତୁମର ସେ ସନ୍ଦେହପୂର୍ଣ୍ଣ ନିଃଶବ୍ଦ ହସର ପଛରେ ଲୁଚିରହିଥାଏ
ଅଧର୍ମଯୁକ୍ତ ଆକ୍ରମକ ଯୋଜନାର ପ୍ରସ୍ତୁତି,
ପ୍ରତିବାଦର ପାହାଚରେ ମୁଁ ନିଜକୁ ଛିଡାକରି ଯେବେ ପଛକୁ ଦେଖେ
କେଜାଣି କାହିଁ ଅନ୍ତରଙ୍ଗର ପ୍ରଲେପରେ ବୋଳି ହୋଇ ରହିଥିବା କାନ୍ଥଗୁଡିକ ମୋ ଠାରୁ ଦୂରେଇହୋଇ ହସିଚାଲନ୍ତି
ଅସହାୟ ତା'ର ଶୁଷ୍କ ମୁହଁକୁ ଦେଖି.....
ନିର୍ଦୟତାର ପରିଚୟ ସୃଷ୍ଟିକରି ନିଜ ଅହଂର ପୋଷଣରେ
ଲୁଟିନୀୟ ଅନ୍ୟର ପରିଶ୍ରମେ ସଞ୍ଚିତ ଭିଟ୍ଟାମାଟି,
ଐଶ୍ୱରୀୟ ସଗୁଣର ସୁଗନ୍ଧକୁ ଭୁଲି ଆପଣେଇନୀୟ ଦୁର୍ଗନ୍ଧରେ
ଆସୁରୀୟ ଶ୍ରେଷ୍ଠ ଛଅ ଆତ୍ମୟିକ ଅସମ୍ପୂର୍ଣ୍ଣତୃପ୍ତି.....
ଭୟର ପ୍ରକୋପେ ନଇଁଥାଏ ନିରୁପାୟତାଙ୍କ ମୁଣ୍ଡ
ହେଲେ ବ୍ୟଥିତ ହୃଦୟର...