...

1 views

କ୍ୟାମେରା...ଏସ୍ ଏସ୍ ଏନେ✍️..
PC - ମୁଁ ନିଜେ
Camera - ମୋର

କହିବାର ମାନେ ଏଇଆ ଯେ ମତେ Actually ଜଣା ନଥିଲା ମୋ କ୍ୟାମେରା ଏତେ ସୁନ୍ଦର ଦୃଶ୍ୟକୁ ହୃଦୟୁ ରୁ ଉତ୍ତୋଳନ କରେ ବୋଲି...ଏସ୍ ଏସ୍ ଏନେ✍️..

ମତେ ଜଣା ନଥିଲା କ୍ୟାମେରା Clarity ଏତେ ଅଛି ବୋଲି ଛାଡ଼ ସେ ଯାହା ବି ହେଉ ମୋ ପାଇଁ ଅଲଗା କ୍ୟାମେରା ତ ନାହିଁ ମୁଁ ମନେ ମନେ ତାକୁ DSLR ଭାବି ଦେଉଛି...ଏସ୍ ଏସ୍ ଏନେ✍️..

ଭାବିବାକୁ କଣ ପଇସା ପଡୁଛି ନା କଣ ଯେ
କିଛି ସମୟ ପାଇଁ ତ ଖୁସି ହୋଇଯିବି ମିଛ ହେଉ ପଛେ...ଏସ୍ ଏସ୍ ଏନେ✍️..

କିନ୍ତୁ ୟାର ବାସ୍ତବତା କିଛି ଅଛି କି ସାମୁହିକ ସୁଖ ଯାହା ପରମ ଆନନ୍ଦ ପ୍ରାପ୍ତି ନିମନ୍ତେ ଅଯୋଗ୍ୟ...ଏସ୍ ଏସ୍ ଏନେ✍️..

ତେଣୁ ଜୀବନ ରେ ଯାହାକୁ ଯେତିକି ଆଉ ଯେପରି ମିଳୁଛି ଖୁସି ରେ ଗ୍ରହଣ କରି ବଞ୍ଚିବା ଭଲ...ଏସ୍ ଏସ୍ ଏନେ✍️..

ବୃଥା ଆସ୍ଫାଳନ ଯନ୍ତ୍ରଣା ଦାୟକ ହୁଏତ ମୁଁ ମୋ ଦୁନିଆ ରେ କିଛି ସମୟ ପାଇଁ ଖୁସି ପାଇଯିବି କିନ୍ତୁ ସେ ଖୁସି ଧୀରେ ଧୀରେ ଆବେଗ ରେ ବଢ଼ିଲେ ଦୁର୍ବଳତା ଆସିଥାଏ ଓ ତାପରେ ଦୁଃଖ ର ବନ୍ୟା ର ଜୀବନ ର ଡଙ୍ଗା ଥଳକୂଳ ନପାଇ ନିରାଶ ରେ ବୁଡି ଯାଇଥାଏ...ଏସ୍ ଏସ୍ ଏନେ✍️..

ଏହାହିଁ ବାସ୍ତବ ସତ୍ୟ କିଞ୍ଚିତ ଖୁସି ଆଉ ଆବେଗ ଅନେକ ସମ୍ଭାବନା ସୃଷ୍ଟି କରେ ଯାହା ପୂରଣ ନହେଲେ ହୃଦୟ ରେ ଆନ୍ଦୋଳନ ସୃଷ୍ଟି ହୁଏ ଓ ତାହା କେବେ ସରିନଥାଏ ଆଜୀବନ ଜଳନ୍ତା ନିଆଁରେ ନିର୍ଯାତନା ସହି ଶୋଇବାକୁ ପଡେ...ଏସ୍ ଏସ୍ ଏନେ✍️..

ହଠାତ୍ ଦିନେ ନିଦ ଭାଙ୍ଗିଲା ବେଳକୁ ସ୍ବପ୍ନ ସମାଧି ନେଇ ସାରିଥିବ ଆଉ ଜୀବନ ବି...ଏସ୍ ଏସ୍ ଏନେ✍️..