...

2 views

ମୋ ମୋବାଇଲ
ମୋ ମୋବାଇଲ କିଣିବା ଦିନଠୁ ହୋଇଛି ସେ ମୋର ସାଥୀ
ସକାଳ ପାଞ୍ଚ ରୁ ରାତି ଏଗାର ଲଢ଼ିଥାଏ ଦେଇ ମତି
ବିବାହିତା ପୁଣି କର୍ମଜୀବି ନାରୀ କାମ ମୋ ଜୀବନ ଗତି
ଘର କାମ ସାଙ୍ଗେ ମୋବାଇଲ କାମ ଯୋଡି ହୁଏ ଦିନ ରାତି
ତରତର ହୋଇ କାମ ସବୁ ସାରେ ଜଏନ ହେବି ଡିଉଟି
ରୋଷେଇ ସାଙ୍ଗରେ ମୋବାଇଲ କଲ ଯୋଡ଼ାହୋଇଥାଏ ନିତି
ରୁଟି ବେଲା ଅଟା ନହେଲେ ହଳଦୀ ମୋବାଇଲ ରେ ...