...

2 views

ତୁମେ କେବେ କହିନ
ତୁମେ କେବେ କହିନ ମୁଁ ଗଢିବି କେମିତି ମୋ ଜୀବନ
ତୁମେ କେବେ ଭାବିନ ମୋ ଅଧିକାର ଏବଂ ସ୍ୱାଭିମାନ

ତୁମେ କେବେ ପଢିନାହଁ ମୋ ମନର ପୁଞ୍ଜିଭୂତ କଷ୍ଟ
ତୁମେ କେବେ ତୁଳନା କରିନ ତୁମ ମୋ ଜୀବନ ବାଟ

ତୁମେ କେବେ ଚାହିଁନ ତୁମ ସହ ହେବାକୁ ମୁଁ ସମକକ୍ଷ
ତୁମେ କେବେ ବୁଝିବାକୁ ଚାହିଁନ ମୁଁ...