...

4 views

ବନ୍ଦିତା ଦିଦି 🥰💕😇
ଦିଦି!
ତୁମେ ହାତ ଧରି ମୋର ସାଙ୍ଗରେ ଚାଲିଲ
ଦେଲ ଯେ ଶତ ସାହସ
ମୁଁ ଝୁଣ୍ଟି ପଡିଗଲେ ତୁମେ ଝାଡିଦିଅ ଧୂଳି
କେବେ ଧରିନ ମୋହରି ଦୋଷ,
ସହକର୍ମୀ ହୋଇ କାର୍ଯ୍ୟଭାର ଘେନି ସବୁବେଳେ ହସୁଥାଅ
ପରକୁ ଆପଣା କରିନିଅ “ଦିଦି”; ସଦା ଭଲମନ୍ଦ ବୁଝୁଥାଅ.....
ତୁମ ଆକଟର ଛାୟା ମତେ ଆଗକୁ ବଢାଏ
ସଂଘର୍ଷର ବାର୍ତ୍ତା ରଣେ ମୋ ଚିତ୍ତକୁ ସଜାଏ,
କୁହ ତୁମେ :-

“ଜୀବନେ କେବେ ହେବନି ତୁମେ ନିରାଶ
ରାତିର ଅନ୍ଧାର...