...

1 views

ପ୍ରତିଶବ୍ଦ ରେ କବିତା
ରାତିର ନାମ ବିଭାବରୀ,
ଗଂଗାର ନାମ ଜାହ୍ନବୀ,
ପଦ୍ମର ନାମ ନଳିନୀ,
ବିଷ୍ଣୁର ନାମ ଅନ୍ତର୍ଯ୍ୟାମୀ,
ପୋଖରୀର ନାମ ପୁଷ୍କରିଣୀ।

© Bandita