ସବୁଠି ଦିଏ ସେ ହାତ
ସବୁ କାମେ ନାରୀ ଦିଏ ତାର ହାତ
ସବୁବେଳେ ସେ ପ୍ରସ୍ତୁତ
ଘର କାମଠାରୁ ବାହାର ଯାଏ
ଜାଗ୍ରତ ଆଉ ବ୍ୟସ୍ତ |
ଜୀବନ ଗଢିବା ପାଳିବା ପୋଷିବା
ଝରାଇ ଦିଏ ରକତ
ତା ବକ୍ଷ୍ୟ ରୁଧିର ବଞ୍ଚାଏ ଜୀବନ
ସ୍ରଷ୍ଟା ସୃଷ୍ଟି ର...
ସବୁବେଳେ ସେ ପ୍ରସ୍ତୁତ
ଘର କାମଠାରୁ ବାହାର ଯାଏ
ଜାଗ୍ରତ ଆଉ ବ୍ୟସ୍ତ |
ଜୀବନ ଗଢିବା ପାଳିବା ପୋଷିବା
ଝରାଇ ଦିଏ ରକତ
ତା ବକ୍ଷ୍ୟ ରୁଧିର ବଞ୍ଚାଏ ଜୀବନ
ସ୍ରଷ୍ଟା ସୃଷ୍ଟି ର...