ସମୟ ଏବଂ ପରିସ୍ଥିତି
ସମୟର ବିନ୍ଦୁ ବିନ୍ଦୁ କଷ୍ଟ ଯନ୍ତ୍ରଣାରେ ଉଦବେଳିତ ମୋ ପରିସ୍ଥିତି |ପ୍ରତିଟି ସେକେଣ୍ଡ କଣ୍ଟା ଅଭାବ ଆର୍ତ୍ତନାଦ ତୀର ରେ ସେ ରକ୍ତାତ |ଘଣ୍ଟା କଣ୍ଟା ର ବିକଟାଳ ସ୍ୱରେ ଭୟ ଜର୍ଜରିତ ମୁଁହ ଗୁଞ୍ଜେ ପରିସ୍ଥିତି |ମିନିଟ କଣ୍ଟା ର ଟିକ ଟିକ ଶବ୍ଦରେ ପରିସ୍ଥିତି ର ନିଶ୍ୱାସ ଶବ୍ଦ ହୀନ | ସେକେଣ୍ଡ, ମିନିଟ ଘଣ୍ଟା ର ନୂଆ ନୂଆ ରୂପକୁ ମୁଁହ ଟେକି ଚାହିଁ ପାରୁନି ...