...

1 views

Makar Sankranti 🕉️
ଆଜି ମକର ସଂକ୍ରାନ୍ତି ।
କିଏ କହେ ମକର ୟାକୁ କିଏ କହେ ପୋଙ୍ଗଲ
କିଏ ଗୁଡ଼ି ଉଡ଼ାଏ ତ କିଏ ପାଳେ ଲୋହିରି।
କିଏ ଖାଏ ମକର ଚାଉଳ
କିଏ ଖାଏ ଜଲେବି।
ନାମ ଅଲଗା କିନ୍ତୁ ମନ ଏକ
ପର୍ବ ଅଲଗା କିନ୍ତୁ ଭାବ ଏକ।
ଏଇ ତ ଆମ ପରମ୍ପରା,
ଏଇ ତ ଆମ ସୁନ୍ଦର ଭାରତ।
© Miss jena