ତୁମପାଇଁ...
ଅଶେଷ ଭଲ ପାଇଁ ବସିଛି ତୁମକୁ...
ସକାଳର ଅରୁଣକାନ୍ତି ଆଲୋକଠୁ
ନିଶୀର ତୁମ ପୁନେଇଁ ଜହ୍ନ ଯାଏଁ
ହେଲେ ତୁମେ କେବେ କହୁନ ଯେ
ତୁମେ ବି ଭଲ ପାଅ ବୋଲି
କି କୌଣସି ମୁହୂର୍ତ୍ତରେ ହେଲେ ବି
ହଁ ଭରା ଟିକି ସଂକେତଟି ଦେବି ବୋଲି
ସତେ ଯେମିତି ଅଭିମାନୀ ପ୍ରେମିକା ସାଜି
ଦୂରେଇ ରହିଛ
ମୋ ହୃଦୟର ପରିସୀମା ମଧ୍ଯରୁ...
ମୋ ଆଖିର ଆକାଶରୁ ...
ହେଲେ ସତରେ କଣ ତୁମେ ବି
ସେହା ଭାବ ଯାହା ମୁଁ ଭାବେ
କିନ୍ତୁ ମୁଁ କେମିତି ଜାଣିବି ଯେ!
ତୁମେ ନା... ବୋଧେ ଭାରି ଅଭିମାନିନୀ
ଟିକେ-ଟିକେ କଥାରେ ଆମ ପାଖ ସମୁଦ୍ରର ଲହରୀ ପରି...
ସକାଳର ଅରୁଣକାନ୍ତି ଆଲୋକଠୁ
ନିଶୀର ତୁମ ପୁନେଇଁ ଜହ୍ନ ଯାଏଁ
ହେଲେ ତୁମେ କେବେ କହୁନ ଯେ
ତୁମେ ବି ଭଲ ପାଅ ବୋଲି
କି କୌଣସି ମୁହୂର୍ତ୍ତରେ ହେଲେ ବି
ହଁ ଭରା ଟିକି ସଂକେତଟି ଦେବି ବୋଲି
ସତେ ଯେମିତି ଅଭିମାନୀ ପ୍ରେମିକା ସାଜି
ଦୂରେଇ ରହିଛ
ମୋ ହୃଦୟର ପରିସୀମା ମଧ୍ଯରୁ...
ମୋ ଆଖିର ଆକାଶରୁ ...
ହେଲେ ସତରେ କଣ ତୁମେ ବି
ସେହା ଭାବ ଯାହା ମୁଁ ଭାବେ
କିନ୍ତୁ ମୁଁ କେମିତି ଜାଣିବି ଯେ!
ତୁମେ ନା... ବୋଧେ ଭାରି ଅଭିମାନିନୀ
ଟିକେ-ଟିକେ କଥାରେ ଆମ ପାଖ ସମୁଦ୍ରର ଲହରୀ ପରି...