HAPPY MENSTRUAL HYGIENE DAY...S S N✍️..
ଋତୁସ୍ରାବ ଏକ ଅଭିଶାପ ନୁହେଁ , ଏହା ହେଉଛି ନାରୀର ଏକ ମାସିକ ଧର୍ମ । ନାରୀଟି ଯେତେବେଳେ ପ୍ରଥମେ ରଜବତୀ ହୁଏ ସମସ୍ତେ କୁହନ୍ତି ତାଙ୍କ ଘର ଝିଅ ବଡ଼ଝିଅ ହୋଇଛି , ଆଉ ବିଶେଷକରି ମାଆ ମାନେ ମୁଣ୍ଡରେ ହାତ ଦେଇ କାନ୍ଦନ୍ତି ଏବଂ ମାଆର ଆଖି ଲୁହରେ ଅନେକ କିଛି କଷ୍ଟ ଲୁଚି ରହିଥାଏ , ସମସ୍ତେ କୁହନ୍ତି ଝିଅ ଏଥର ବଡ଼ ହେଲାଣି ଏଣିକି ତାକୁ ସବୁ ସଣ୍ଠଣା ଶିଖା ଘରର କାମ ପାଇଟି ସବୁ ଶିଖା ଏମିତି ଅନେକ କିଛି , ଆଉ ସେହି ଦିନଠୁ ଆରମ୍ଭ ହୋଇଯାଏ ଗୋଟେ ଝିଅର ବନ୍ଦୀ ଜୀବନ...ଏସ୍ ଏସ୍ ଏନେ✍️..
ବହୁତ କିଛି ଜିନିଷରେ ତାକୁ ବାରଣ କରିଦିଆଯାଏ , ବିଶେଷକରି ମାସିକ ଧର୍ମ ସମୟରେ ତାକୁ ଗୋବର ପାଣିରେ ଗାଧୋଇବା ପାଇଁ କୁହାଯାଏ , ଏବଂ ତା ପାଇଁ ଏକ ଉଦିଷ୍ଟ କୋଠରୀରେ ତାକୁ ରଖାଯାଏ ସେ କାହାକୁ ଦେଖିବନି କୁହାଯାଏ । ସେ ଯଦି କାହାକୁ ସେହି ଅବସ୍ଥାରେ ଦେଖେ ତେବେ ତାର ଅଶୁଭ ଛାଇ ପଡ଼ିଲେ ପିଲାମାନଙ୍କର ଦେହ ଖରାପ ହୁଏ ଏମିତି ଅନେକ କିଛି...ଏସ୍ ଏସ୍ ଏନେ✍️..
ପରନ୍ତୁ ଏବେ ଆଉ ସେ ସମୟ ନାହିଁ ଧୀରେ...