...

2 views

ଶୀତର ଅମୃତ ରାଶି
ପଂକ୍ତି ପଂକ୍ତି ରେ ମୁଁ ଲେଖେ
ସେହି ଶୀତୁଆ ସକାଳର ସୁନ୍ଦର ରୂପକୁ...

ହାତ ଥରଥର କାକର ସହର
ତହିଁରେ ମୁକ୍ତାଟିଏ ହୁଏ ଢଳଢଳ,
ନଗ୍ନରାଜି ପୁଣି ଫୁଲର ବାସ୍ନା
ଚାଦର ଘୋଡ଼ା ଆକାଶେ ଜୋସ୍ନା ।

ରାକ୍ଷସ ଟି କ୍ରମରେ ରାତିରେ ଗରଜି
ଭୟାତୁର ହୁଏ ଦିବାର ପ୍ରକାଶେ
ଆଖିର ପରଦା କ୍ରମେ ଆସେ ବୁଜି
ନିଦ୍ରାସୀନ ହୁଏ ଶୀତର ପ୍ରଭାବେ।

© pandaji