ମୋ ମା ସିଏ
ବିନା ବିରତିରେ ଉଠାଇଥାଏ, ନିଜ ଭୁଜାରେ ଯିଏ... ଘରର ସବୁ କର୍ତ୍ତବ୍ଯ ଅପାର।
ଦୁଃଖ ଦେଖି ମୋର, ଭିଜିଯାଏ ଆଖି ଯାହାର… ନ କରି ମଧ୍ଯ ସମ୍ୟକ ବିଚାର।।
କେହି ନୁହେଁ ସେ ଆଉ, ମୋ ମା'ଟି ମାତ୍ର… ସ୍ନେହ ମମତାର ଏକ ଦର୍ଶିତା ଗନ୍ତାଘର।।।
ମାଟିରେ ମିଶାଇ, କେତେ ଇଚ୍ଛା ଓ ଖୁସି ଗୁଡିକୁ... ନିଜ ସପନ ସମୁହର।
ଆପଣାଇଥାଏ ସବୁ ସଂକଟ ସେ… ଜାଣି ପରିସ୍ଥିତି ମୋ ପ୍ରତିକୂଳର।।
କେହି...