🙏 ହେଁ ଶିବଶଙ୍କର 🙏
ଶିବଶଙ୍କର ହେଁ ଜଗତ ଈଶ୍ୱର ,
ତୁମ ବିନା ଅନ୍ଧାର ସାରା ସଂସାର ,
କରିଦିଅ ପାର ଏ ଭବସାଗର ,
ହେଁ ଶିବଶଙ୍କର ହେଁ ଶିବଶଙ୍କର ,
ତୁମ ବିନା ଦୁନିଆଁ ଲାଗେ ଅନ୍ଧାର ,
ହେଁ ଶିବଶଙ୍କର ହେଁ ଶିବଶଙ୍କର ,, 1
କେବେ ତୁମେ ଶୁଣିବ ଗୁହାରି ମୋର ,
ପୂରଣ ହୋଇବ କେବେ ମୋ ଜାଗର ,
ଆଣିଛି ଶ୍ରଦ୍ଧାରେ ମୁଁ ବେଲପତର ,
ଶିବ ତୁମେ ମଙ୍ଗଳମୟ ଠାକୁର ,
...
ତୁମ ବିନା ଅନ୍ଧାର ସାରା ସଂସାର ,
କରିଦିଅ ପାର ଏ ଭବସାଗର ,
ହେଁ ଶିବଶଙ୍କର ହେଁ ଶିବଶଙ୍କର ,
ତୁମ ବିନା ଦୁନିଆଁ ଲାଗେ ଅନ୍ଧାର ,
ହେଁ ଶିବଶଙ୍କର ହେଁ ଶିବଶଙ୍କର ,, 1
କେବେ ତୁମେ ଶୁଣିବ ଗୁହାରି ମୋର ,
ପୂରଣ ହୋଇବ କେବେ ମୋ ଜାଗର ,
ଆଣିଛି ଶ୍ରଦ୍ଧାରେ ମୁଁ ବେଲପତର ,
ଶିବ ତୁମେ ମଙ୍ଗଳମୟ ଠାକୁର ,
...