...

6 views

ମୁଁ
ରାଜଉଦ୍ୟାନର ଗୋଲାପ ନୁହେଁ ମୁଁ
ଖାଲି ସନ୍ଧ୍ୟାର ଶେଫାଳି ଟିଏ,
ଝଡିଯାଏ କିଛି ରଙ୍ଗ, ବାସ୍ନା ଦେଇ
ଆଉ ତୁମ ଆଦର ସାଉଁଟୁ ଥାଏ l

ଅସଂଖ୍ୟ ଆଲୋକ ନୁହେଁ ମୁଁ...